ରାଜଧାନୀରେ ଥମୁନି ଡେଙ୍ଗୁ: କ୍ୟାପିଟାଲ ହସ୍ପିଟାଲରେ ୬ ଆକ୍ରାନ୍ତ

ଆଉ ୨ନମୁନା ପଜିଟିଭ୍‌ ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଏବେ ୬ଜଣ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗତ ୨/୩ ଦିନ ମଧ୍ୟରେ ସମସ୍ତ ଆକ୍ରାନ୍ତ ହସ୍ପିଟାଲରେ ଆଡମିଟ୍‌ … Continue reading ରାଜଧାନୀରେ ଥମୁନି ଡେଙ୍ଗୁ: କ୍ୟାପିଟାଲ ହସ୍ପିଟାଲରେ ୬ ଆକ୍ରାନ୍ତ